ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ
The Amla Sangha union has suspended its 15-day-long strike. From today, clerical staff will resume work. The decision came after the Revenue Department’s directive to district collectors to take strict action. The union president, Tripati Balaji Sahu, announced withdrawal of the protest that was launched over 10 demands, which had caused difficulties for the general public.
ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ । ଆଜିଠାରୁ କାର୍ଯ୍ୟରେ ଯୋଗ ଦେବେ ଅମଲା କର୍ମଚାରୀ । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ବ ବିଭାଗର ଚିଠି ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଛନ୍ତି ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ । ଗତ ୧୫ ଦିନ ହେବ ୧୦ ଦଫା ଦାବିରେ ଆନ୍ଦୋଳନ କରୁଥିଲେ ରାଜସ୍ବ ଅମଲା ସଂଘ । ଫଳରେ ଅନେକ ସମସ୍ୟା ଭୋଗୁଥିଲେ ସାଧାରଣ ଲୋକେ ।
What's Your Reaction?