ରାଜଧାନୀ ଭୂବନେଶ୍ୱରରେ ଗଣେଶ ପୂଜାରେ ବାଜିବନି ଡିଜେ
This year, DJ music will not be allowed during Ganesh Puja celebrations in Bhubaneswar, following a similar restriction already in place in Cuttack. However, devotional songs at low volume will be permitted. Commissionerate Police issued the order ahead of the festival.
ଏଥର ରାଜଧାନୀ ଭୂବନେଶ୍ୱରରେ ଗଣେଶ ପୂଜାରେ ବାଜିବନି ଡିଜେ। କଟକ ପରେ ଭୁବନେଶ୍ୱରର ଲାଗୁ ହେଲା କଟକଣା । ଆଗାମୀ ଗଣେଷ ପୂଜାକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି କମିଶନରେଟ୍ ପୋଲିସ । ହେଲେ କମ୍ ଶଦ୍ଦରେ ବାଜିପାରିବ ଭକ୍ତି ସଙ୍ଗୀତ ।
What's Your Reaction?