ପଞ୍ଚଭୂତରେ ବିଲିନ ହେଲେ ଅଭିନେତା ଉତ୍ତମ ମହାନ୍ତି

Feb 28, 2025 - 17:31
 0  1
ପଞ୍ଚଭୂତରେ ବିଲିନ ହେଲେ ଅଭିନେତା ଉତ୍ତମ ମହାନ୍ତି

ପଞ୍ଚଭୂତରେ ବିଲିନ ହେଲେ ପ୍ରସିଦ୍ଧ ଅଭିନେତା  ଉତ୍ତମ ମହାନ୍ତି । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ ବାବୁସାନ । ଶେଷକୃତ୍ୟ ପୂର୍ବରୁ ଉତ୍ତମ ମହାନ୍ତିଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ଗୁରୁବାର ବିଳମ୍ବିତ ରାତିରେ ଉତ୍ତମଙ୍କର  ହୋଇଥିଲା ପରଲୋକ । ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଯକୃତ ଜନିତ ରୋଗରେ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହାସପାତାଳରେ ହେଉଥିଲେ ଚିକିତ୍ସିତ । ତାଙ୍କ ପରଲୋକରେ ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଖେଳିଯାଇଛି ଶୋକର ଛାୟା ।

What's Your Reaction?

like

dislike

love

funny

angry

sad

wow