ବଢିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି
Extension of Deadline for SAMS +3 Admission Application The deadline for applying to +3 admissions under SAMS has been extended. Students can now submit their applications till June 4 at 11:43 PM. This decision was taken by the Higher Education Department following demands from students and parents.
ବଢିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି । ଜୁନ୍ ୪ତାରିଖ ରାତି ୧୧ଟା ୪୩ ଯାଏଁ କରିପାରିବେ ଆବେଦନ ।ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି।
What's Your Reaction?