ଦେଶରେ ବଢ଼ୁଛି କରୋନା ସଂକ୍ରମଣ

COVID-19 infections are increasing again in the country. In the last 24 hours, 203 new cases have been reported. According to data from the Health Department, there has been a 15% increase in cases over the past 10 days. With this, the total number of active cases has reached 3,961. Kerala continues to report the highest number of infections, with 1,435 active cases, followed by Maharashtra in the second position in terms of active cases.

Jun 2, 2025 - 15:14
 0  3
ଦେଶରେ ବଢ଼ୁଛି କରୋନା ସଂକ୍ରମଣ

ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୦୩ ନୂତନ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ,ଗତ ୧୦ ଦିନରେ ୧୫ ପ୍ରତିଶତ ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି ୩୯୬୧ରେ । କେରଳରେ  ରହିଛନ୍ତି ସର୍ବାଧିକ ୧୪୩୫ ଜଣ ଆକ୍ରାନ୍ତ । ସେହିପରି ସକ୍ରିୟ ସଂକ୍ରମଣ ଭାବେ ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । 

What's Your Reaction?

like

dislike

love

funny

angry

sad

wow