ୟୁଜିସି ନେଟ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ

Jun 29, 2024 - 12:09
 0  2
ୟୁଜିସି ନେଟ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ

ପେପର୍‌ ଲିକ୍ ବିବାଦ ଭିତରେ ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ଏହି ପରୀକ୍ଷା । ଏଥିସହ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ହେବ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍  । ପରୀକ୍ଷାରେ ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଫର୍ମାଟରେ ନିଆଯିବ ଉଭୟ ପରୀକ୍ଷା । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।ତେବେ ପୂର୍ବରୁ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ଯାଞ୍ଚ କରୁଛି ସିବିଆଇ ।

What's Your Reaction?

like

dislike

love

funny

angry

sad

wow