ସୁନା ଚାଲାଣ ଅଭିଯୋଗରେ  କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓ ଗିରଫ

Mar 5, 2025 - 15:35
 0  3
ସୁନା ଚାଲାଣ ଅଭିଯୋଗରେ  କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓ ଗିରଫ

ସୁନା ଚାଲାଣ ଅଭିଯୋଗରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ କରାଯାଇଛି ଗିରଫ। ସେ ପୋଷାକରେ ଲୁଚାଇ ଦୁବାଇରୁ  ଆଣୁଥିଲେ  ୧୪.୮ କିଲୋ ,ଯାହାର ବଜାର ମୂଲ୍ୟ ୧୨ କୋଟିରୁ ଅଧିକ ।ରାନ୍ୟାଙ୍କ ଠାରୁ ଏହିସବୁ ସୁନା ଜବତ କରିବା ପାଇଁ ବହୁ ପରିଶ୍ରମ କରିଥିବା କହିଛି ପୋଲିସ  ।ତେବେ  ସେ ବାରମ୍ବାର  ବିଦେଶ ଯାତ୍ରା କରୁଥିବାବେଳେ ତାଙ୍କ ଉପରେ ରଖାଯାଇଥିଲା ନଜର । ପରେ  ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକଙ୍କ ଦଳ।

What's Your Reaction?

like

dislike

love

funny

angry

sad

wow