ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘଛୁଆର ମୃତ୍ୟୁ
A white tiger cub has died at Nandankanan Zoological Park. The cub was one of the three born on November 2 last year to melanistic tiger Krishna and white tigress Rupa. According to official sources, the cub began to show signs of being physically disabled, and since March this year, it had been under veterinary supervision. Treatment was being provided with medication, diagnostic imaging, and nutritional support. Although no major abnormalities were found in its blood reports, and some improvement was observed, the cub continued to exhibit physical weakness, which eventually led to its death.

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଧଳା ବାଘଛୁଆର ମୃତ୍ୟୁ । ଗତ ବର୍ଷ ନଭେମ୍ବର ୨ରେ ମେଲାନିଷ୍ଟିକ ବାଘ କୃଷ୍ଣା ଏବଂ ଧଳା ବାଘ ରୂପାଙ୍କ ଗର୍ଭରେ ଜନ୍ମ ହୋଇଥିବା ତିନୋଟି ଶାବକ ମଧ୍ୟରୁ ଗୋଟିଏ ହେଉଛି ଏହି ଛୁଆ।ସରକାରୀ ସୂତ୍ର ଅନୁଯାୟୀ, ଶାବକଟି ପଙ୍ଗୁ ହେବାର ଲକ୍ଷଣ ଦେଖାଯିବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ପଶୁଚିକିତ୍ସା ତତ୍ତ୍ୱାବଧାନରେ ଥିଲା। ଔଷଧ, ଡାଇଗ୍ନୋଷ୍ଟିକ ଇମେଜିଂ ଏବଂ ପୁଷ୍ଟିକର ସହାୟତା ସହିତ କରାଯାଉଥିଲା ତାର ଚିକିତ୍ସା। କିନ୍ତୁ ରକ୍ତ ପରୀକ୍ଷାରେ ଦେଖାଯାଇନଥିଲା କୌଣସି ବଡ଼ ଅସାଧାରଣତା । ଯଦିଓ କିଛି ଉନ୍ନତି ହୋଇଥିଲା, ପ୍ରକାଶ ପାଇଥିଲା ଶାବକଟିର ଶାରୀରିକ ଦୁର୍ବଳତା।
What's Your Reaction?






