ନିର୍ଦ୍ଦୋଷରେ ଖଲାସ ପ୍ରଦୀପ ପାଣିଗ୍ରାହୀ

Jan 8, 2025 - 13:18
 0  6
ନିର୍ଦ୍ଦୋଷରେ ଖଲାସ ପ୍ରଦୀପ ପାଣିଗ୍ରାହୀ

ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ। ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ ଅଦାଲତ । ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ଦାଏର କରିଥିଲେ ମାମଲା ।

What's Your Reaction?

like

dislike

love

funny

angry

sad

wow