ସମ୍ବଲପୁର ଚିଡିଆଖାନାରେ ବାଘୁଣୀ ’ରାଣୀ’ର ମୃତ୍ୟୁ

Dec 5, 2024 - 15:19
 0  2
ସମ୍ବଲପୁର ଚିଡିଆଖାନାରେ ବାଘୁଣୀ ’ରାଣୀ’ର ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ସମ୍ବଲପୁର ଚିଡିଆଖାନାରେ ବାଘୁଣୀ ’ରାଣୀ’ର ମୃତ୍ୟୁ। ମୃତ ବାଘୁଣୀର ବୟସ ୭ ବର୍ଷ । ଗର୍ଭାଶୟ ସଂକ୍ରମଣ ହୋଇ ବାଘୁଣୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ ।ତେବେ କିଛି ଦିନ ପୂର୍ବରୁ ସମ୍ବଲପୁର ଚିଡ଼ିଆଖାନାର ଏକ ଖୁଆଡ଼ରେ ମଣିଷଖିଆ ବାଘ ‘ରାଜା’ ସହ ରହୁଥିଲା ବାଘୁଣୀ ରାଣୀ’ ।

What's Your Reaction?

like

dislike

love

funny

angry

sad

wow