ଦକ୍ଷିଣ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୭ ମୃତ

Jan 8, 2025 - 17:56
 0  12
ଦକ୍ଷିଣ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୭ ମୃତ

ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ ଗାଜାରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ଅତି କମରେ ୧୭ ଜଣଙ୍କର ହୋଇଛି ମୃତ୍ୟୁ  । ନିକଟସ୍ଥ ଖାନ ୟୁନିସର ନାସିର ହାସପାତାଳର ଶିଶୁ ୱାର୍ଡର ନିର୍ଦ୍ଦେଶକ ଅହମ୍ମଦ ଅଲ-ଫର୍ରା କହିଛନ୍ତି ଯେ, ଗୋଟିଏ ତମ୍ବୁରେ ଏକାଠି ଆଶ୍ରୟ ନେଇଥିବାରୁ ଘଟିଛି ଶିଶୁଙ୍କର ମୃତ୍ୟୁ । ସେମାନଙ୍କ ମଧ୍ଯରେ ଅଛନ୍ତି  ଅଧିକ ଶିଶୁ ଏବଂ ମହିଳା । ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ହାମାସକୁ କରାଯାଇଛି ଦାୟୀ  ।

What's Your Reaction?

like

dislike

love

funny

angry

sad

wow