'ଜେନ Z' ଆନ୍ଦୋଳନ ପାଇଁ ୮୫ ବିଲିୟନ ଟଙ୍କା କ୍ଷତି ସହିଛି ନେପାଳ

The Gen Z movement has changed the face of Nepal. During the movement, widespread violence and chaos led to massive losses of life and property. According to a detailed report prepared by a government-appointed committee, the agitation caused property damage worth NPR 84.45 billion. The deaths of 77 people have been officially confirmed. The two-day protest took place on September 8 and 9, which ultimately forced the government led by Prime Minister KP Sharma Oli to step down from power.

'ଜେନ Z' ଆନ୍ଦୋଳନ ପାଇଁ ୮୫ ବିଲିୟନ ଟଙ୍କା କ୍ଷତି ସହିଛି ନେପାଳ

ନେପାଳର ଚିହ୍ନ ବଦାଳାଇଛି ଜେନ Z ଆନ୍ଦୋଳନ"।  ଆନ୍ଦୋଳନ ସମୟରେ ବ୍ୟାପକ ହିଂସା ଓ ବିଶୃଙ୍ଖଳା ଯୋଗୁଁ କ୍ଷତି ହୋଇଛି ବହୁ ଧନ ଜୀବନ । ସରକାରୀ କମିଟି ଦ୍ୱାରା ପ୍ରସ୍ତୁତ ଏକ ବିସ୍ତୃତ ରିପୋର୍ଟ ଅନୁଯାୟୀ,  ୮୪.୪୫ ବିଲିୟନ ସମ୍ପତ୍ତି କ୍ଷତି କରିଛି ଏହି ଆନ୍ଦୋଳନ। ୭୭ ଜଣଙ୍କ ମୃତ୍ୟୁ ହୋଇଛି ନିଶ୍ଚିତ । ସେପ୍ଟେମ୍ବର ୮ ଏବଂ ୯ ରେ ହୋଇଥିଲା ଦୁଇ ଦିନିଆ ପ୍ରତିବାଦ । ଯାହା କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରଙ୍କୁ କ୍ଷମତାରୁ ହଟିବାକୁ କରିଥିଲା ବାଧ୍ୟ।ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଗୁରୁବାର ସିଂହ ଦରବାରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ଦ୍ୱାରା ନିଯୁକ୍ତ କମିଟି ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ କରିଛି ଉପସ୍ଥାପନ।