ଥଣ୍ଡାରେ ଥରୁଛି ସାରା ଓଡିଶା

Severe cold conditions have gripped the entire state of Odisha. From coastal areas to western Odisha, and from northern to southern parts of the state, bone-chilling cold is being experienced everywhere. In Damanjodi of Koraput district, the minimum temperature has been recorded at 3 degrees Celsius, the lowest so far. Similarly, 4 degrees Celsius has been recorded in G. Udayagiri of Kandhamal district. In Daringbadi of Kandhamal, intense cold conditions have prevailed along with frost formation. According to weather reports, there is no relief from the cold wave expected until next week.

Dec 13, 2025 - 11:35
 0  11
ଥଣ୍ଡାରେ ଥରୁଛି ସାରା ଓଡିଶା

ଥଣ୍ଡାରେ ଥରୁଛି ସାରା ଓଡିଶା। ଉପକୂଳରୁ ପଶ୍ଚିମ ଓଡ଼ିଶା , ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହେଉଛି ହାଡ଼ଭଙ୍ଗା ଶୀତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ୩ ଡିଗ୍ରୀ ରେକର୍ଡ କରାଯାଇଛି ସର୍ବନିମ୍ନ ତାପମାତ୍ରା। ସେହିପରି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ହୋଇଛି ରେକର୍ଡ । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ଦେଖିବାକୁ ମିଳିଛି ତୁଷାରପାତ ।ତେବେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ମିଳିବ ନାହିଁ ନିସ୍ତାର ।

What's Your Reaction?

like

dislike

love

funny

angry

sad

wow