ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ

The teachers’ agitation has been suspended. The decision was taken by the agitators after discussions and mediation by BJP’s Pallahara MLA Ashok Mahanti and Ekamra MLA Babu Singh, along with an assurance that their demands would be reviewed and a conclusion reached within 15 days. The teachers’ association had been sitting on a round-the-clock protest for the last three days. The Odisha School and College Teachers and Employees Coordination Committee had staged the agitation at Lower PMG, pressing for the fulfillment of their five-point demands.

Dec 13, 2025 - 11:14
 0  14
ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ

ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ବିଜେପିର  ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ ବୁଝାସୁଝା କରିବା ପରେ ଏବଂ ୧୫ ଦିନ ଭିତରେ ଦାବି ନେଇ ବିଚାର ଓ ନିଷ୍କର୍ଷର ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ । ୩ ଦିନ ଧରି ଆହୋରାତ୍ର ଆନ୍ଦୋଳନରେ ବସିଥିଲା ସଂଘ । ୫ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଥିଲା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ।

What's Your Reaction?

like

dislike

love

funny

angry

sad

wow