୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
Chief Minister Mohan Charan Majhi distributed appointment letters to 591 candidates. At a program organized at the Odisha Agriculture Education Complex of OUAT in Bhubaneswar, the Chief Minister handed over appointment letters to the newly recruited employees of the Public Works Department, Water Resources Department, and Urban Development Department. On this occasion, the Chief Minister gave three important pieces of advice to the new recruits and said that the government is placing emphasis on integrity and commitment to duty. Therefore, he urged them to remain above corruption and discharge their responsibilities with honesty and dedication. Additionally, the Chief Minister inaugurated new irrigation projects worth ₹425 crore and laid the foundation stone for projects worth ₹2,063 crore.
୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ସ୍ଥିତ ଓୟୁଏଟିର ଓଡ଼ିଶା କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ,ନଗର ଉନ୍ନୟନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନବ ନିଯୁକ୍ତଙ୍କୁ ତିନି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ତେଣୁ ଦୁର୍ନୀତିରୁ ଉର୍ଦ୍ଧ୍ବରେ ରହି ସମ୍ପାଦନ କରନ୍ତୁ କର୍ତ୍ତବ୍ୟ ଓ ଦାୟିତ୍ଵ। ଏହାସହିତ ୪୨୫ କୋଟି ଟଙ୍କାର ନୂତନ ଜଳସେଚନ କାର୍ଯ୍ୟର ଉଦ୍ଘାଟନ ଏବଂ ୨୦୬୩ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ଯ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Jangyaseni Parida