ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ
ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ।ଯାହାଦ୍ବାରା ସୃଷ୍ଟି ହୋଇପାରିବ ୯୦ ହଜାର ନିଯୁକ୍ତି ସୁଯୋଗ।ଏଥିପାଇଁ କୋଲକାତା ନିବେଶ ସମ୍ମିଳନୀରେ ୨୭ ଏମଓୟୁ ହୋଇଛି ସ୍ୱାକ୍ଷରିତ।ଅନେକ ନିବେଶକ ମାନଙ୍କ ସହିତ ଆଲୋଚନା ପରେ ଏହି ସମୟ ଉପଯୁକ୍ତ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
What's Your Reaction?