ଥାଇଲାଣ୍ଡରୁ ଧରାପଡିଲେ ଲୁଥ୍ରା ବ୍ରଦର୍ସ

Luthra Brothers arrested in Thailand. The main accused in the Goa nightclub fire incident, the Luthra Brothers, have been detained by the Thailand Police. According to reports, the police acted following India’s request. As per information, after the Goa nightclub fire, Saurabh and Gaurav had cleverly fled the country. Acting on the request of the Goa Police, the External Affairs Ministry had revoked the passports of the Luthra Brothers. Therefore, both of them could not leave the city of Phuket in Thailand. The two brothers will be extradited to India very soon.

Dec 11, 2025 - 15:08
 0  14
ଥାଇଲାଣ୍ଡରୁ ଧରାପଡିଲେ ଲୁଥ୍ରା ବ୍ରଦର୍ସ

ଥାଇଲାଣ୍ଡରୁ ଧରାପଡିଲେ ଲୁଥ୍ରା ବ୍ରଦର୍ସ । ଗୋଆ ନାଇଟ୍ କ୍ଲବ୍ ଅଗ୍ୱିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୋଲିସ । ଭାରତର ଅନୁରୋଧ କ୍ରମେ  ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ମିଳିଛି ସୂଚନା  ।ସୂଚନାନୁସାରେ,ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ଅତି ଚାଲାକ ହୋଇ ଦେଶ ଛାଡି ପଳାଇଥିଲେ ସୌରଭ ଏବଂ ଗୌରବ। ଗୋଆ ପୋଲିସର ଅନୁରୋଧ ରକ୍ଷା କରି ବୈଦେଶିକ ମନ୍ତ୍ରୀ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟକୁ କରିଥିଲେ ରବ୍ଦ  । ତେଣୁ ଥାଇଲାଣ୍ଡର ଫୁକେଟ ସହରରୁ ବାହାରକୁ ଯାଇପାରିନଥିଲେ ଉଭୟେ  । ଖୁବ୍ ଶୀଘ୍ର ଦୁଇ ଭାଇଙ୍କୁ କରାଯିବ  ଭାରତ ପ୍ରତ୍ୟାର୍ପଣ ।

What's Your Reaction?

like

dislike

love

funny

angry

sad

wow