ତୁହିନକାନ୍ତ ପାଣ୍ଡେ ହେଲେ ସେବି ମୁଖ୍ୟ

ତୁହିନକାନ୍ତ ପାଣ୍ଡେ ହେଲେ ସେବି ମୁଖ୍ୟ

ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ ବା ସେବିର ଅଧ୍ୟକ୍ଷ ହେଲେ  ତୁହିନ କାନ୍ତ ପାଣ୍ଡେ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି।ସେ ମାଧବୀ ପୁରୀ ବୁଚଙ୍କ ନେବେ ସ୍ଥାନ ।୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ଶ୍ରୀ ପାଣ୍ଡେ ଓଡ଼ିଶାରେ ସ୍ବାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ ଟିକସ, ପରିବହନ ଓ ଅର୍ଥ ବିଭାଗରେ କରିଥିଲେ କାର୍ଯ୍ୟ।