ଏଥର ବି ଦୀପାବଳିରେ ଫୁଟିବନି ବାଣ
ଏବର୍ଷ ବି ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । କାରଣ ଦୀପାବଳିରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ଦିଲ୍ଲୀ ସରକାର । ଏହି ଘୋଷଣା କରିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ। ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ନେଇଛନ୍ତି ଏହି ନିଷ୍ପତ୍ତି।
What's Your Reaction?