କାଲି ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା

Sep 25, 2024 - 12:18
 0  2
କାଲି ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା

ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ବିଜେପି ସଦସ୍ୟତା ଅଭିଯାନକୁ ବଳ ଦେବା ସହ ଦଳୀୟ ବିଧାୟକ, ସାଂସଦ, ରାଜ୍ୟ ପଦାଧିକାରୀଙ୍କ ସହ ବୈଠକରେ ହେବେ ସାମିଲ । ଏନେଇ ଦଳୀୟ ସୂତ୍ରରୁ ମିଳିଛି ସୂଚନା ।ବର୍ତ୍ତମାନ ରାଜ୍ୟର ସଦସ୍ୟତା ଅଭିଯାନ ଜାରି ରହିଛି ଏବଂ ଏକ କୋଟି ସଦସ୍ୟ ସଂଗ୍ରହ କରିବା ଲକ୍ଷ ରଖିଛି ରାଜ୍ୟ ବିଜେପି ।

What's Your Reaction?

like

dislike

love

funny

angry

sad

wow