ପାରାଦୀପରେ ଦୁଇଦିନିଆ ଉପକୂଳ ସମରାଭ୍ୟାସ ‘ସାଗର କବଚ-୨

Sep 25, 2024 - 12:30
 0  2
ପାରାଦୀପରେ ଦୁଇଦିନିଆ ଉପକୂଳ ସମରାଭ୍ୟାସ ‘ସାଗର କବଚ-୨

ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ ‘ସାଗର କବଚ-୨’ । ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ମିଳିଛି ସୂଚନା। ଉପକୂଳ ସହିତ ଜଳପଥରେ ମଧ୍ୟ କଡା ପ୍ରହରା ଦିଆଯାଉଥିବାବେଳେ ପାରାଦୀପର ପ୍ରତିଟି ଜାଗାରେ କରାଯାଉଛି କଡା ଚେକିଂ । ଜଳପଥ ଦେଇ ସ୍ଥଳଭାଗକୁ କିଭଳି ଶତ୍ରୁ ପକ୍ଷ ପ୍ରବେଶ ନକରି ପାରିବେ ସେଥିପାଇଁ ଚାଲିଛି ଏହି ଦୁଇଦିନିଆ ସମରାଭ୍ୟାସ ।

What's Your Reaction?

like

dislike

love

funny

angry

sad

wow