ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣା:ତ୍ରିକୋଣୀୟ ପ୍ରେମରୁ ହତ୍ୟା
The mystery behind the Niladribihar Satyabrata murder case in Bhubaneswar has been solved. ACP Sonal Singh Parmar confirmed that the murder was the result of a love triangle. Dinesh is currently the only accused and has been arrested after surrendering. Police will conduct a crime scene recreation. Liza, linked to the love triangle, has no involvement in the crime.
ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣା ଉପରୁ ଉଠିଲା ପର୍ଦ୍ଦା। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ସତ୍ୟବ୍ରତ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ଦିନେଶ ହିଁ ଏକମାତ୍ର ଅଭିଯୁକ୍ତ, ଆତ୍ମସମର୍ପଣ ପରେ ତାଙ୍କୁ କରାଯାଇଛି ଗିରଫ । ଦିନେଶକୁ ନେଇ ଆମେ କରିବୁ କ୍ରାଇମସିନ୍ ରିକ୍ରିଏସନ । ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମର ସୃଷ୍ଟି ହୋଇଛି । ଏହି ହତ୍ୟାକାଣ୍ଡରେ ତାଙ୍କର ନାହିଁ କୌଣସି ସମ୍ପୃକ୍ତି ।
What's Your Reaction?