ହାତୀ ପାଖକୁ ଯାଇ ନିଅନାହିଁ ସେଲ୍ଫି

Feb 11, 2026 - 17:33
 0  1
ହାତୀ ପାଖକୁ ଯାଇ ନିଅନାହିଁ ସେଲ୍ଫି

ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ, ହାତୀ ପାଖକୁ ଯାଇ ନିଅନାହିଁ ସେଲ୍ଫି । ହାତୀ ଆସିଲେ ମାଇକ୍ ଯୋଗେ କରାଯାଉଛି ସଚେତନ। ରାଜ୍ୟରେ ବର୍ତ୍ତମାନ ହାତୀ ସଂଖ୍ୟା ବଢିବା ଚିନ୍ତାର କାରଣ ।ଅଧିକ ହାତୀଙ୍କ ପରିଚାଳନା ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ହେବ ଆଲୋଚନା  ।

What's Your Reaction?

like

dislike

love

funny

angry

sad

wow