ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା

The Vigilance Department conducted raids at the residence of Rajendra Samantaray, Ranger of Rahama range in Jagatsinghpur, on charges of possessing assets disproportionate to his known sources of income. So far, the raid has led to the detection of ₹67 lakh in bank and postal deposits, ₹3.5 lakh in cash, and around 200 grams of gold jewellery. Additionally, two plots in Jagatsinghpur town and one plot on the outskirts of Cuttack have been traced. A three-storey building and a two-storey building have also been identified in Jagatsinghpur. Besides this, one four-wheeler and two two-wheelers have been found during the raid, according to sources.

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା

 ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ   ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।ବର୍ତ୍ତମାନ ପର୍ଯ୍ୟନ୍ତ  ଚଢ଼ାଉରୁ  ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା, ସାଢ଼େ ୩ ଲକ୍ଷର ନଗଦ ଟଙ୍କା ଏବଂ ୨ ଶହ ଗ୍ରାମ ସୁନା ଅଳଙ୍କାର  ।ସେହିପରି ଜଗତସିଂହପୁର ସହରରେ ୨ଟି ଓ କଟକ ସହର ବାହାରେ ଗୋଟିଏ ପ୍ଲଟ କରାଯାଇଛି  ଠାବ   । ଜଗତସିଂହପୁରରେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା ଠାବ ହୋଇଛି।ଏଥିସହ ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ମଧ୍ୟ  ଚଢ଼ାଉରୁ ମିଳିଥିବା ନେଇ ମିଳିଛି ସୂଚନା