ଖଣ୍ଡପଡ଼ା ଗଡ଼ ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ
Bibhuti Bhushan Singh Mardaraj, the titular king of Khandapada, former Deputy Speaker, and Minister, passed away at the age of 70. He breathed his last on Thursday morning while undergoing treatment at a private hospital in Bhubaneswar. He had been suffering from heart-related ailments for some time. He was elected as an MLA from the Khandapada constituency three times.
୭୦ ବର୍ଷ ବୟସରେ ଖଣ୍ଡପଡ଼ା ଗଡ଼ ରାଜା, ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ। ଗୁରୁବାର ସକାଳେ ଭୁବନେଶ୍ବରର ଏକ ଘରୋଇ ହାସପାତାଳରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ହୋଇଛି ଦେହାନ୍ତ । ସେ ହୃଦୟ ଜିନିତ ରୋଗରେ ପୀଡ଼ିତ ହୋଇ କିଛିଦିନ ହେବ ଥିଲେ ଅସୁସ୍ଥ । ଖଣ୍ଡପଡ଼ା ଆସନରୁ ସେ ତିନି ଥର ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ ।
Jangyaseni Parida