ଆସାମରେ ଟ୍ରେନ୍ ଧକ୍କାରେ ୮ ହାତୀ ମୃତ

In a tragic incident in Assam, the Silchar–New Delhi Rajdhani Express hit a herd of elephants, resulting in the death of eight elephants, while one elephant calf was injured. The accident occurred in Hojai district when the herd was crossing the railway track. The impact was so severe that five coaches and the engine of the train were derailed. Following the accident, several trains on this route have been cancelled, while others have had their routes diverted.

ଆସାମରେ ଟ୍ରେନ୍ ଧକ୍କାରେ ୮ ହାତୀ ମୃତ

ହାତୀପଲ ଉପରେ ମାଡ଼ିଗଲା ରେଳ।  ଆସାମରେ ସୈରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ଛୁଆ ହୋଇଛି ଆହତ  ।  ଆସାମର ହୋ-ଯାଇ ଜିଲ୍ଲାରେ ରେଳଟ୍ରାକ ଅତିକ୍ରମ କରୁଥିବା ବେଳେ  ଧକ୍କା ଦେଇଥିଲା ରାଜଧାନୀ ଏକ୍ସପ୍ରେସ ।  ଏତେ ଶକ୍ତ ଧକ୍କା ହୋଇଥିଲା ଯେ ରେଳର ୫ଟି କୋଚ ଓ ଇଞ୍ଜିନ ହୋଇଯାଇଛି ଲାଇନଚ୍ୟୁତ  ।  ଦୁର୍ଘଟଣା ପରେ, ଏହି ରୁଟରେ ଅନେକ ରେଳ ବାତିଲ କରାଯାଇଥିବାବେଳେ ଅନ୍ୟ ରେଳଗୁଡିକର ପରିବର୍ତ୍ତନ କରାଯାଇଛି ଗତିପଥ