ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ

Sep 15, 2024 - 12:05
 0  4
ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ

ଉତ୍ତର ପ୍ରଦେଶ ମୀରଟରେ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡୁଛି ତିନି ମହଲା କୋଠା। ଫଳରେ ୧୦ ଜଣଙ୍କର ହୋଇଛି ମୃତ୍ୟୁ। ଏବେବି ଧ୍ଵଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା କରାଯାଉଛି ଆଶଙ୍କା। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ଏନଡିଆରଏଫ୍ ଦଳ, ଅଗ୍ନିଶମ ବାହିନୀ ଓ ପୋଲିସ।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଭୁଶୁଡ଼ି ପଡିଥିଲା କୋଠା। 

What's Your Reaction?

like

dislike

love

funny

angry

sad

wow