ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ : ମହମ୍ମଦ ମୋକିମ୍
Former Barabati-Cuttack MLA Mohammad Moquim will form a new political party in March. All preparations for the party’s launch have been completed, and Moquim himself has clarified the announcement. Ahead of the formation, groundwork is being laid to attract youth support. On National Youth Day, Moquim showcased strength by mobilising the youth. Interestingly, Congress MLA and his daughter Sofia Firdous attended the event as the chief guest.
ମାର୍ଚ୍ଚରେ ନୂଆ ଦଳ ଗଢ଼ିବେ ବାରବାଟୀ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଏଥିପାଇଁ ସରିଛି ସବୁ ପ୍ରକାର ପ୍ରସ୍ତୁତି । ନୂଆ ଦଳ ଘୋଷଣା ନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି ଖୋଦ୍ ମୋକିମ୍ । ତେବେ ମୋକିମ୍ଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଛି ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ମୋକିମ୍ । ରୋଚକ କଥା ହେଉଛି ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ।
What's Your Reaction?