୧୪୭ରୁ ୨୦୦ ହେବ ଓଡ଼ିଶା ବିଧାନସଭାର ସିଟ୍
A new Odisha Legislative Assembly building and a new Lok Seva Bhavan will be constructed in the state. Currently, the Assembly has 147 seats, but the number may increase following delimitation. Chief Minister Mohan Majhi shared this major announcement during the foundation stone-laying ceremony. The new Assembly may accommodate around 200 MLAs, with a possible increase of nearly 50 seats. Keeping the next 50–100 years in mind, provisions will be made for up to 300 seats, the Chief Minister stated.
ଓଡ଼ିଶାରେ ନିର୍ମାଣ ହେବ ନୂଆ ବିଧାନସଭା ଏବଂ ନୂଆ ଲୋକସେବା ଭବନ । ବିଧାନସଭାରେ ବର୍ତ୍ତମାନ ୧୪୭ ଆସନ ରହିଥିବାବେଳେ ଡିଲିମିଟେସନ୍ରେ ବଢ଼ିପାରେ ଆସନ ।ବିଧାନସଭା ଗୃହ ଭତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏଭଳି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତେବେ ନୂଆ ବିଧାନସଭାରେ ରହିପାରନ୍ତି ୨ ଶହ ପାଖାପାଖି ବିଧାୟକ । ପ୍ରାୟ ୫୦ ପାଖାପାଖି ଆସନ ବଢ଼ିବାର ରହିଛି ସମ୍ଭାବନା । ‘ଆଗାମୀ ୫୦/୧୦୦ ବର୍ଷକୁ ଦୃଷ୍ଟିରେ ରଖି ୩ ଶହ ଆସନର ବ୍ୟବସ୍ଥା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
What's Your Reaction?