୬ରୁ ବଢ଼ିବ ବର୍ଷା

Jul 5, 2024 - 13:38
 0  3
୬ରୁ ବଢ଼ିବ ବର୍ଷା

ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ। ପ୍ରାୟ ସମସ୍ତ ଜିଲାରେ ହେଉଛି ବର୍ଷା। ତେବେ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ଓ କେତେକ ସ୍ଥାନରେ ହେବ ଅତି ପ୍ରବଳ ବର୍ଷା। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ।  ଆସନ୍ତା ୮ ତାରିଖ ଯାଏ ଲାଗି ରହିବ ଏପରି ସ୍ଥିତି। 

What's Your Reaction?

like

dislike

love

funny

angry

sad

wow