ମେ’ ପହିଲାରୁ ଆରମ୍ଭ ହେବ ଧାନ କିଣା

Mar 8, 2026 - 15:01
 0  1
ମେ’ ପହିଲାରୁ ଆରମ୍ଭ ହେବ ଧାନ କିଣା

ମେ’ ମାସ ପହିଲାରୁ ରବି ଋତୁରେ ହୋଇଥିବା ବଳକା ଧାନ ମଣ୍ଡିରେ କିଣା ଆରମ୍ଭ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ମେ ୧ରୁ ଆରମ୍ଭ ହୋଇ ଜୁନ ୩୦ ତାରିଖ ଯାଏ ଚାଲିବ ରବି ଧାନ କିଣା ପ୍ରକ୍ରିୟା।ଖରିଫ୍ ଭଳି ଆସନ୍ତା ରବି ଋତୁରେ ମଧ୍ୟ ରାଜ୍ୟରେ କୁଇଣ୍ଟାଲ ପିଛା ଧାନ କିଣା ହେବ ୩୧୦୦ ଟଙ୍କାରେ । ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରିବ ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍।

                        

What's Your Reaction?

like

dislike

love

funny

angry

sad

wow