ଖଣ୍ଡଗିରି ଯାତ୍ରାରେ ହେବନାହିଁ ଅଶ୍ଲୀଳ ନୃତ୍ୟ

Jan 15, 2025 - 13:50
 0  3
ଖଣ୍ଡଗିରି ଯାତ୍ରାରେ ହେବନାହିଁ ଅଶ୍ଲୀଳ ନୃତ୍ୟ

ଖଣ୍ଡଗିରି ଯାତ୍ରାରେ ହେବନାହିଁ ଅଶ୍ଲୀଳ ନୃତ୍ୟ । ଏଥର ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛି ଯାତ୍ରା କମିଟି।  ଅଶ୍ଲୀଳ ନୃତ୍ୟ କରୁଥିବା ବାହାର ନୃତ୍ୟକାରଙ୍କୁ ଆଣିବାକୁ ମଧ୍ଯ ଥାନା ପକ୍ଷରୁ ଯାତ୍ରା କମିଟିକୁ କରାଯାଇଛି ମନା  । ଆସନ୍ତା ଫେବୃଆରୀ ୦୬ ତାରିଖରୁ ୧୭ ତାରିଖ ଯାଏଁ ଖଣ୍ଡଗିରିରେ ଚାଲିବ ଯାତ୍ରା ମହାସମର । 

What's Your Reaction?

like

dislike

love

funny

angry

sad

wow