ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

Apr 13, 2025 - 16:25
 0  3
ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଚୂଡାନ୍ତ ହେବାକୁ ଯାଉଛି  ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ଆସିଛି ନାମାଙ୍କନ । ଆଉ ୭ ଜିଲ୍ଲା ପାଇଁ ନାମାଙ୍କନ ରହିଛି ବାକି । ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ ଏମାନେ ନିର୍ଦ୍ୱନ୍ଦ୍ୱରେ ହୋଇଛନ୍ତି ନିର୍ବାଚିତ । ଆଜି ସନ୍ଧ୍ୟାରେ ନାଁ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ କେଶରୀ ଦେବ ।

What's Your Reaction?

like

dislike

love

funny

angry

sad

wow