ରିଲିଜ ହୋଇଛି ଫିଲ୍ମ ‘ମା କାଳୀ’ର ପୋଷ୍ଟର

Jul 2, 2024 - 18:11
 0  3
ରିଲିଜ ହୋଇଛି ଫିଲ୍ମ ‘ମା କାଳୀ’ର ପୋଷ୍ଟର

ନିକଟରେ ରିଲିଜ ହୋଇଛି ଫିଲ୍ମମା କାଳୀ ପୋଷ୍ଟର, ଯାହାକୁ ଦେଖି ଲୋକଙ୍କ ବୃଦ୍ଧି ପାଇଛି ଉତ୍ସାହ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାଇମା ସେନ୍ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଅଭିଷେକ ସିଂହ ଏହି ପୋଷ୍ଟର ସହ ନିର୍ମାତା ଟିଜର ଲଞ୍ଚ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅଗଷ୍ଟ ୧୬, ୧୯୪୬ର ମହତ୍ଵପୂର୍ଣ୍ଣ ଘଟଣାକୁ ସାମ୍ନାକୁ ଆଣିବ। ଫିଲ୍ମମା କାଳୀବଙ୍ଗ ବିଭାଜନ ପୂର୍ବର ସେହି ଛାତିଥରା ଘଟଣା ବିଷୟରେ କହିବାକୁ ଚେଷ୍ଟା କରିବ, ଯାହା ବିଷୟରେ ଅନେକ ଲୋକ ଜାଣି ନାହାନ୍ତି। ହିନ୍ଦୀରେ ଶୁଟ୍କରାଯାଇଥିବାମା କାଳୀବଙ୍ଗଳା ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଟିଜି ବିଶ୍ୱ ପ୍ରସାଦଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରକୁ ଚଳିତ ବର୍ଷ ରିଲିଜ୍ କରିବାକୁ ଯୋଜନା କରାଯାଉଛି। ଫିଲ୍ମର ଟିଜର ଜୁଲାଇ ୪ରେ ଲଞ୍ଚ୍ହେବ।

What's Your Reaction?

like

dislike

love

funny

angry

sad

wow