ଓଡିଶା ଛୁଇଁଲା ମୌସୁମୀ

Jun 8, 2024 - 14:44
 0  3
ଓଡିଶା ଛୁଇଁଲା ମୌସୁମୀ

 ଓଡିଶା ଛୁଇଁଲା  ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ । ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା  । ତେବେ ଚଳିତବର୍ଷ ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ଓଡିଶା ଛୁଇଁଛି ମୌସୁମୀ ବାୟୁ । ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି କହିଛ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

What's Your Reaction?

like

dislike

love

funny

angry

sad

wow