ଶିମିଳିପାଳରେ ପ୍ରଥମ ଶିକାର କଲା ଜୀନତ୍

ଏନକ୍ଲୋଜୋରରେ ପ୍ରଥମ ଶିକାର କଲା ଶିମିଳିପାଳର ଦ୍ୱିତୀୟ ବାଘୁଣୀ ଜୀନତ୍ । ଏକ ବାର୍ହାକୁ କରିଛି ନିଜର ପ୍ରଥମ ଶିକାର। ବାର୍ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ କରିଥିଲା ବିଶ୍ରାମ । ଏନେଇ ଏସଟିଆର ପକ୍ଷରୁ ମିଳିଛି ସୂଚନା।ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜରେ ପହଞ୍ଚିଥିଲା ବାଘୁଣୀ ଜୀନତ୍ ।
What's Your Reaction?






