ସହଦେଵ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

Feb 16, 2025 - 13:04
 0  3
ସହଦେଵ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଗିରଫ ହେଲା ସହଦେଵ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରମା ନାୟକ।ନିଜେ ଥାନାରେ ଆତ୍ମସମର୍ପଣ କରିବା ପରେ ରମା ନାୟକକୁ ଗିରଫ କଲା ପୋଲିସ ।  ଜାନୁଆରୀ ୮ ତାରିଖରେ ହୋଇଥିଲା ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ମୃତ୍ୟୁ  ।ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୁର୍ତ୍ତ । ପୋଲିସ ଘଟଣାରେ ମୋଟ ୬ ଜଣଙ୍କୁ  ଗିରଫ କରିସାରିଥବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ ସହଦେବଙ୍କ ପତ୍ନୀ  ।  ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି  ଦେଇଥିଲେ ଚେତାବନୀ ।



What's Your Reaction?

like

dislike

love

funny

angry

sad

wow