ସାମାନ୍ୟ କମିଲା ସୁନା ଦର

Jun 1, 2024 - 14:29
 0  4
ସାମାନ୍ୟ କମିଲା ସୁନା ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୬,୬୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ରହିଛି ୭୨,୭୫୦ ଟଙ୍କା । ଗତକାଲି ଅର୍ଥାତ ଶୁକ୍ରବାର ଅପେକ୍ଷା ଶନିବାର ସାମାନ୍ୟ ହ୍ରାସ ପାଇଛି ଦର  ।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଏବେ ୬୬,୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୨,୩୯୦ ଟଙ୍କା ରହିଛି ।ଦେଶର ପ୍ରମୁଖ ସହରମାନଙ୍କରେ ବି କମିଛି ସୁନା ଦର ।ଅନ୍ୟପଟେ ରୂପା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି ରହିଛି ୯୫,୪୦୦ ଟଙ୍କା । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ କିଲୋ ପ୍ରତି ୯୯,୯୦୦ ଟଙ୍କା ରହିଛି  ରୂପା ମୂଲ୍ୟ  ।

What's Your Reaction?

like

dislike

love

funny

angry

sad

wow