ସୃଷ୍ଟି ହେଲା ଲଘୁତାପ କ୍ଷେତ୍ର

Sep 24, 2024 - 14:43
 0  2
ସୃଷ୍ଟି ହେଲା ଲଘୁତାପ କ୍ଷେତ୍ର

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ସୃଷ୍ଟି ହୋଇଛି ଲଘୁତାପ କ୍ଷେତ୍ର।। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ବର୍ଷା ହେବାର ସମ୍ଭାବନା । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା। ବିଶେଷ କରି ପୂର୍ବ ଓ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ  ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏଥିସହିତ ୨୭ ତାରିଖ ପରେ ହେବ ପାଗରେ ପରିବର୍ତ୍ତନ ।

What's Your Reaction?

like

dislike

love

funny

angry

sad

wow