ଭରତପୁର ଥାନାରେ ଲାଗିଲା ସିସିଟିଭି

ଭରତପୁର ଥାନାରେ ଲାଗିଲା ସିସିଟିଭି। ମନିଟରରେ ରେକର୍ଡ ହୋଇଛି ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ଦୃଶ୍ୟ। ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ଲାଗିଛି ମାତ୍ର ୧୬ଟି ସିସିଟିଭି। ଖୁବଶୀଘ୍ର ଅବଶିଷ୍ଟ ସମସ୍ତ ସିସିଟିଭି ଲାଗିବ ବୋଲି ମିଳିଛି ସୂଚନା।ଅନ୍ୟପଟେ ପୀଡ଼ିତା-ପୁଲିସ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଭରତପୁର ଥାନାରେ ଦାୟିତ୍ବ ଗ୍ରହଣ କରିଛନ୍ତି ଜଣେ ନୂଆ ଆଇଆଇସି।
What's Your Reaction?






