୧୧ ରେ ହେବ ନିଟ୍ ପିଜି ପରୀକ୍ଷା

Jul 5, 2024 - 15:52
 0  2
୧୧ ରେ ହେବ ନିଟ୍ ପିଜି ପରୀକ୍ଷା

ଆସନ୍ତା ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି କହିଛି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ । ନିଟ୍ ପେପର ଲିକ୍ ଅଭିଯୋଗ ପରେ ସ୍ଥଗିତ ଥିବା ଏହି ପରୀକ୍ଷାକୁ ୧୧ ତାରିଖରେ କରିବାକୁ ଧାର୍ଯ୍ୟ କରିଛି ଏନବିଇ । ତେବେ ନିଟ୍ ୟୁଜି ପରୀକ୍ଷା ଏନଟିଏ କରୁଥିବା ବେଳେ ଏନବିଇ ତତ୍ତ୍ୱାବଧାନରେ କରାଯାଉଛି ନିଟ୍ ପିଜି ପରୀକ୍ଷା ।

What's Your Reaction?

like

dislike

love

funny

angry

sad

wow