୧୫ ସୁଦ୍ଧା ଆବେଦନ କରିଥିବା ମହିଳାଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି ଟଙ୍କା

୧୫ ସୁଦ୍ଧା ଆବେଦନ କରିଥିବା ମହିଳାଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି ଟଙ୍କା

ସୁଭଦ୍ରା ଯୋଜନାରେ ଏବେ ଯାଏଁ ୫୦ ଲକ୍ଷ ମହିଳା କରିସାରିଲେଣି ଆବେଦନ । ୧୫ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କୁ ୧୭ ତାରିଖରେ  ପ୍ରଦାନ କରାଯିବ ପ୍ରଥମ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ସୁଭଦ୍ରା ପଦଯାତ୍ରା ।ଗାଁ ଗାଁରେ ସାମିଲ୍ ହେବେ  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା।