ଅପରିବର୍ତ୍ତିତ ସୁନାଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ଅପରିବର୍ତ୍ତିତ ରହି ୬୭,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୭୩,୯୭୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଶନିବାର ଅପେକ୍ଷା ରବିବାର ସୁନା ଦରରେ ହୋଇନାହିଁ କୌଣସି ପରିବର୍ତ୍ତନ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୭,୮୦୦ ଟଙ୍କା ଓ ୭୩,୯୭୦ ଟଙ୍କା ରହିଛି ।କେଜି ପ୍ରତି ୯୩, ୧୫୦ ଟଙ୍କା ହୋଇଛି ରୂପା ଦର ।
What's Your Reaction?






