ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ମଙ୍ଗଳବାର ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆର ପରାଜୟ ପରେ ସେ କରିଛନ୍ତି ଏହି ଘୋଷଣା।୧୭୦ଟି ଦିନିକିଆ ଖେଳି ଶେଷରେ ସେ ଘୋଷଣା କରିଛନ୍ତି ଅବସର। ତେବେ ଟି-୨୦ ଏବଂ ଟେଷ୍ଟ ଖେଳ ଜାରି ରଖିବେ ଷ୍ଟିଭ୍ ସ୍ମିଥ୍ ।
What's Your Reaction?






