ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନର ଖୋଳତାଡ କରିବ ମୋହନ ସରକାର

ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନର ଖୋଳତାଡ କରିବ ମୋହନ ସରକାର

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ କରିବେ ମୋହନ ସରକାର । ଗଣମାଧ୍ୟମକୁ ଏଭଳି ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ, ଏହି ଯୋଜନାରେ କିଛି କାମ ହୋଇଛି । କିନ୍ତୁ ଯୋଜନା ବାବଦରେ ଅବଗତ ନାହିଁ । ଏହା କୌଣସି ଯୋଜନା ନଥିଲା  ବିଭାଗ । ତୃତୀୟ ମହଲା ମନଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲା । ଖୋଳତାଡ ହେଲେ କାହାକୁ ଧରାଯିବ, କିଏ ଉତ୍ତରଦାୟୀ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।