କରୋନାରେ ଆକ୍ରାନ୍ତ ଜୋ ବାଇଡେନ

Jul 18, 2024 - 13:05
 0  3
କରୋନାରେ ଆକ୍ରାନ୍ତ ଜୋ ବାଇଡେନ

କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ସୂଚନା ଦେଇଛି ହ୍ୱାଇଟ୍ ହାଉସ।ବାଇଡେନଙ୍କଠାରେ ଦେଖିବାକୁ ମିଳିଛି କୋଭିଡ-୧୯ର ସାମାନ୍ୟ ଲକ୍ଷଣ। ୨ ବର୍ଷ ପରେ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି ବାଇଡେନ୍। ଆମେରିକାରେ ଆଗକୁ ନିର୍ବାଚନ ଥିବା ବେଳେ ଏହି ସମୟରେ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା, ତାଙ୍କର ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପକାଇପାରେ ବୋଲି କରାଯାଉଛି  ଆଶଙ୍କା ।ପୂର୍ବରୁ ଜୁଲାଇ ୨୦୨୨ରେ କୋଭିଡରେ ସଂକ୍ରମିତ ହୋଇଥିଲେ ବାଇଡେନ୍ । 

What's Your Reaction?

like

dislike

love

funny

angry

sad

wow