ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ,୨ ଯବାନ ସହିଦ୍

Jul 18, 2024 - 13:06
 0  1
ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ,୨ ଯବାନ ସହିଦ୍

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ତରେମ ଥାନାରେ ହୋଇଛି ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅଭିଯାନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ୬ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଶହୀଦ ହୋଇଛନ୍ତି ୨ଜଣ ଯବାନ।ବର୍ତ୍ତମାନ ମଧ୍ୟ ସିଆରପିଏଫ , ଏଷ୍ଟିଏଫ ଓ ଡିଆରଜି ଯବାନମାନଙ୍କ ଦ୍ୱାରା ସେହି ଅଞ୍ଚଳରେ କୁମିଙ୍ଗ କରାଯାଉଥିବା ମିଳିଛି ସୂଚନା  ।

What's Your Reaction?

like

dislike

love

funny

angry

sad

wow