ରାସ୍ତା ଉପରେ ଜଳିଗଲା ମୋ ବସ୍

Jun 28, 2024 - 13:33
 0  5
ରାସ୍ତା ଉପରେ ଜଳିଗଲା ମୋ ବସ୍

କଟକର ସିଡିଏ ସେକ୍ଟର-୯ରେ ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଗଲା ମୋ ବସ୍। ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି  ଅଗ୍ନିଶମ ବାହିନୀ କର୍ମଚାରୀ। ପ୍ରଥମେ ବସ୍‌ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି  ବସ୍‌କୁ ଅଟକାଇଥିଲେ ଚାଳକ। ଏହା ପରେ ଓହ୍ଲାଇ ପଡ଼ିଥିଲେ ଯାତ୍ରୀ । ସୌଭାଗ୍ୟବଶତଃ ସୁରକ୍ଷିତ ଅଛନ୍ତି ସମସ୍ତ ଯାତ୍ରୀ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

What's Your Reaction?

like

dislike

love

funny

angry

sad

wow