କେରଳ ଛୁଇଁଲା ମୌସୁମୀ

May 24, 2025 - 12:13
 0  7
କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ  । ଜୁନ୍‌ ୧ରେ ଛୁଇଁବା ନେଇ ହୋଇଥିଲା ଆକଳନ । ୧୬ ବର୍ଷ ପରେ ସଅଳ ଛୁଇଁଛି ମୌସୁମୀ । ୨୦୦୯ରେ  ମୌସୁମୀ ସଅଳ ଆସିଥିଲା ଏବଂ ମେ ୨୩ ତାରିଖରେ ଛୁଇଁଥିଲା କେରଳ  । 

What's Your Reaction?

like

dislike

love

funny

angry

sad

wow