କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍

The number of COVID-19 cases in the country has crossed 3,000. According to data from the Union Health Ministry, the total number of cases in the country stands at 3,395. In the last 24 hours, 685 new cases have been detected. Kerala has reported the highest number of cases so far, with 1,336 cases. Following Kerala, Maharashtra and Delhi have the highest number of infections. Additionally, 4 people have died due to COVID-19 in the last 24 hours. Reports indicate that one death each has been reported from Delhi, Kerala, Karnataka, and Uttar Pradesh.

Jun 1, 2025 - 12:08
 0  6
କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍

ଦେଶରେ ୩ ହଜାର ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,  ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା  ରହିଛି ୩୩୯୫ । ଗତ ୨୪ ଘଣ୍ଟାରେ  ଚିହ୍ନଟ ହୋଇଛି ୬୮୫ଟି ନୂଆ ମାମଲା । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୩୩୬ କୋଭିଡ୍ ମାମଲା ହୋଇଛି ରିପୋର୍ଟ। ଏହା ପରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ । ସେହିପରି ୨୪ ଘଣ୍ଟା ଭିତରେ କରୋନାରେ  ଯାଇଛି ୪ ଜଣଙ୍କର ଜୀବନ । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା। 

What's Your Reaction?

like

dislike

love

funny

angry

sad

wow